JNV Demo Classes

Description

ସଂକଳ୍ପ ବ୍ୟାଚ୍ (Sanklpa Batch) — ନବୋଦୟ ବିଦ୍ୟାଳୟ 2027 ପ୍ରବେଶିକା ପରୀକ୍ଷା ପାଇଁ ଆମର ସର୍ବୋତ୍ତମ ଆଦର୍ଶ ଓଡ଼ିଆ ପ୍ରସ୍ତୁତି କାର୍ଯ୍ୟକ୍ରମ।

This course is specially designed for students aspiring to crack the Navodaya Vidyalaya entrance exam in 2027. ଆମର ଆମ ଶିକ୍ଷା ପ୍ରଣାଳୀ ସଂପୂର୍ଣ୍ଣ ରୂପେ ଛାତ୍ରଛାତ୍ରୀଙ୍କ ସଫଳତା ଉପରେ ଧ୍ୟାନ ଦେଇ ତିଆରି କରାଯାଇଛି।

ଏହି କୋର୍ସରେ ଆପଣ ପାଇବେ:

  • 📺 Daily Live Class — ପ୍ରତିଦିନ ଲାଇଭ୍ କ୍ଲାସ ମାଧ୍ୟମରେ ବିଷୟଗୁଡ଼ିକ ସହଜ ଭାଷାରେ ବୁଝାଯିବ।
  • 👨‍🏫 Expert Teachers — ଅଭିଜ୍ଞ ଶିକ୍ଷକମାନଙ୍କ ଦ୍ୱାରା ମାର୍ଗଦର୍ଶନ, ensuring the best learning experience.
  • 📝 Daily Quiz — ନିୟମିତ କ୍ୱିଜ୍ ମାଧ୍ୟମରେ ଆପଣଙ୍କ ପ୍ରସ୍ତୁତି ମୂଲ୍ୟାଙ୍କନ କରନ୍ତୁ।
  • 📚 50+ Model Questions — ପରୀକ୍ଷା ପ୍ୟାଟର୍ଣ୍ଣ ଅନୁଯାୟୀ ୫୦ ରୁ ଅଧିକ ମଡେଲ ପ୍ରଶ୍ନ।
  • 🗂️ Previous Year Questions — ଆଗରୁ ଆସିଥିବା ପ୍ରଶ୍ନଗୁଡ଼ିକ ଅଭ୍ୟାସ କରି ପରୀକ୍ଷାରେ ଆତ୍ମବିଶ୍ୱାସ ବଢ଼ାନ୍ତୁ।
  • 🗒️ Class Notes — ସୁସଜ୍ଜିତ ନୋଟ୍ସ ଯାହା ରିଭିଜନ୍ ପାଇଁ ଅତ୍ୟନ୍ତ ଉପଯୋଗୀ।

Whether you are just starting your preparation or looking to strengthen your foundation, the Sanklpa Batch is your perfect companion. ଆସନ୍ତୁ ଏକାଠି ସଫଳତାର ଦିଗରେ ଏକ ଦୃଢ଼ ପଦକ୍ଷେପ ନେବା। 🎯

Loading...